ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଲିଯାତ୍ରା ଅବଧି ବଢ଼ାଇ କହିଲେ ଲୋକଙ୍କ… ଭୁବନେଶ୍ୱର/କଟକ,୧୨ା୧୧: ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଦ୍ୱାରା ବାଲିଯାତ୍ରା ଆଜି ଅର୍ଥାତ୍ ୧୨ ତାରିଖ ପରିବର୍ତ୍ତେ ଆସନ୍ତାକାଲି(ଗୁରୁବାର) ୧୩ ତାରିଖରେ ଉଦ୍ଯାପିତ…