୪ ଦିନ ପରେ ଚିଲିକାରୁ ହଟିଲା କଟକଣା, କୁହୁଡ଼ିକୁ ଦେଖି ଡଙ୍ଗା ଓ ଭସାପୋଲ ଚଳାଚଳ ପାଇଁ ନିଷ୍ପତ୍ତି କୃଷ୍ଣପ୍ରସାଦ,୬।୧: ୪ ଦିନ ପରେ ଚିଲିକାରୁ ହଟିଲା କଟକଣା । କୁହୁଡ଼ିକୁ ଦେଖି ଡଙ୍ଗା ଓ ଭସାପୋଲ ଚଳାଚଳକୁ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦେଇଛି ଜିଲା ପ୍ରଶାସନ । ଲୋକଙ୍କର ଅସୁବିଧାକୁ ଦୃଷ୍ଟିରେ ରଖି କଟକଣା କୋହଳ କରାଯାଇଛି । ପବନ...