କ୍ରୁଜ୍ ଇଣ୍ଡିଆ ମିଶନ ଅଧୀନରେ ଓଡ଼ିଶାରେ ୪ଟି ନଦୀ କ୍ରୁଜ୍ ସର୍କିଟ ଯୋଜନା ଭୁବନେଶ୍ୱର,୨୦ା୮: କେନ୍ଦ୍ର ସରକାର କ୍ରୁଜ୍ ଇଣ୍ଡିଆ ମିଶନ ଅଧୀନରେ ଓଡ଼ିଶାରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଚାରୋଟି ନୂଆ ନଦୀ କ୍ରୁଜ୍ ସର୍କିଟ ବିକାଶ କରିବାକୁ ଯୋଜନା କରିଛନ୍ତି। କେନ୍ଦ୍ର ବନ୍ଦର, ନୌବାଣିଜ୍ୟ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ...