ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଗିରଫଦାରୀର କାରଣ ଲିଖିତ ଭାବେ ନ ଦେଲେ ବ୍ୟକ୍ତି ହେବେ ମୁକ୍ତ ନୂଆଦିଲ୍ଲୀ,୬।୧୧: ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଗିରଫଦାରୀର ଲିଖିତ କାରଣ ପ୍ରଦାନ କରିବା ବାଧ୍ୟତାମୂଳକ ନୁହେଁ। ତଥାପି, ଏହା ଯଥାଶୀଘ୍ର କରାଯିବା ଉଚିତ। ଯଦି ପୋଲିସ ଏପରି କରିବାରେ ବିଫଳ ହୁଏ, ତେବେ…