ପ୍ରବଳ ବର୍ଷାରେ ଫସଲ ନଷ୍ଟ: ଚାଷୀଙ୍କୁ କ୍ଷତିପୂରଣ ନିର୍ଦ୍ଦେଶ
ଗଞ୍ଜାମ,୫ା୧୦(ଅଖିଳ ତରାଇ): ଗଞ୍ଜାମ ବ୍ଲକର ସାନରାମଚନ୍ଦ୍ରପୁର, ଝାରିଡି, ରାମଗଡ଼ ଆଦି ପଞ୍ଚାୟତରେ ପ୍ରବଳ ବର୍ଷା ଯୋଗୁ କୃଷକମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଫୁଲକୋବି, କାଙ୍କଡ଼ ଏବଂ ଅନ୍ୟାନ୍ୟ ପନିପରିବା ଫସଲ ବର୍ଷା ଯୋଗୁ ବୁଡ଼ି ନଷ୍ଟ ହୋଇଯାଇଛି। ଏହି ଅଞ୍ଚଳର…


