ଓଡ଼ିଶାରେ ବୃଦ୍ଧି ପାଇଛି ଅପରାଧ: ବିଧାନସଭାରେ ସ୍ୱୀକାର କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,୧୭।୨: ପୂର୍ବ ବର୍ଷ ତୁଳନାରେ ୨୦୨୪ ରେ ଓଡ଼ିଶାରେ ଅପରାଧ ହାର ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମାଝୀ...