ଝାରସୁଗୁଡ଼ାରେ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ ପାଇଁ ୨୫୦ କୋଟି, ଅଷ୍ଟ୍ରେଲୀୟ ସଂସ୍ଥା କରୁଛି ଡିପିଆର ଝାରସୁଗୁଡ଼ା,୧୯।୯: ଝାରସୁଗୁଡ଼ାର ମାଳୀମୁଣ୍ଡାସ୍ଥିତ କ୍ରିକେଟ୍ ଷ୍ଟାଡିୟମକୁ ଆନ୍ତର୍ଜାତିକ ସ୍ତରରେ ଉନ୍ନୀତ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଅଷ୍ଟ୍ରେଲିଆର ଏକ ପ୍ରମୁଖ ସଂସ୍ଥାକୁ ଡିପିଆର…