ପାକିସ୍ତାନର Airstrikeରେ ଆଫଗାନିସ୍ତାନର ୩ କ୍ରିକେଟରଙ୍କ ମୃତ୍ୟୁ, ରାଗିଲେ ରଶିଦ ଇସଲାମାବାଦ,୧୮।୧୦: ପାକିସ୍ତାନର ବିମାନ ଆକ୍ରମଣରେ ତିନି ଜଣ ଆଫଗାନିସ୍ତାନ କ୍ରିକେଟରଙ୍କ ସମେତ ଆଠ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପକଟିକା ପ୍ରଦେଶର ଉରଗୁନ ଅଞ୍ଚଳରେ ଘଟିଛି, ଯେଉଁଠାରେ କ୍ରିକେଟର କବୀର, ସିବଗତୁଲ୍ଲା…