କେବଳ ସାଧାରଣ ନାଗରିକ ନୁହେଁ ସରକାର ମଧ୍ୟ କୋର୍ଟ ଚକ୍କରରେ ଖର୍ଚ୍ଚ କରୁଛନ୍ତି ମୋଟା ଅଙ୍କର ଟଙ୍କା ନୂଆଦିଲ୍ଲୀ, ୨୬।୨: ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ କୋର୍ଟ ମାମଲାକୁ ଲଢ଼ିବା ପାଇଁ କେନ୍ଦ୍ର ସରକାର ୪୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ଅଫିସିଆଲ ଡେଟା ଅନୁଯାୟୀ, ଆର୍ଥିକ ବର୍ଷ...