ସଚେତନତା ବଢ଼ିଲେ ରୋକାଯାଇ ପାରିବ ଦୁର୍ନୀତି
ଭଞ୍ଜନଗର,୧ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଅତିଥିମାନେ ଯୋଗଦେଇ କର୍ମଚାରୀ, ସାଧାରଣଜନତା ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ବଢ଼ିଲେ ହିଁ ଯାଇ ଦୁର୍ନୀତିକୁ ରୋକାଯାଇ ପାରିବ…


