Tag Archives: corona

ଆନ୍ଧ୍ରପ୍ରଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ୪, ହାଇ ଆଲର୍ଟରେ…

ଅମରାବତୀ,୧୭।୭: ଆନ୍ଧ୍ରରେ ମାଡୁଛି କରୋନା ଭାଇରସ୍ । ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି. ବୀରାପାଣ୍ଡିଆନ୍ କହିଛନ୍ତି ଯେ ଜୁନ୍ ୨୬ ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ ୧୨ ଜଣ COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଚାରି…

କେବେ, କେଉଁଠି, କେତେ ଭୟଙ୍କର ହେବ କରୋନା, ଆସିଲା ବଡ଼ ଭବିଷ୍ୟବାଣୀ, ଜାଣନ୍ତୁ ଭାରତରେ କ’ଣ ରହିବ ସ୍ଥିତି…

ସୋଫିଆ: ଭାରତରେ ପୁଣି ଥରେ କରୋନା ବ୍ୟାପିବା ଆରମ୍ଭ କରିଛି। ଏ ସମ୍ପର୍କରେ, ସରକାର ଜନସାଧାରଣଙ୍କୁ ନିଜ ସ୍ବାସ୍ଥ୍ୟର ଯତ୍ନ ନେବାକୁ ଏବଂ ଅନେକ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, କରୋନା ପ୍ରଥମେ ୨୦୧୯ ଶେଷ ଏବଂ ୨୦୨୦…

କରୋନା ଫେରିବା ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ତାରିଖ ହୋଇଗଲା ସମାନ!

ନୂଆଦିଲ୍ଲୀ,୨।୬: ଦେଶରେ ପୁଣି ଥରେ କରୋନା ଭାଇରସ ମାମଲା ବୃଦ୍ଧି ପାଉଛି। ମେ ୩୧ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ସକ୍ରିୟ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ୩୩୯୫କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ…

କାୟା ବିସ୍ତାର କରୁଛି କରୋନା, ଏବେ ପର୍ଯ୍ୟନ୍ତ ୧ହଜାର ଆକ୍ଟିଭ ମାମଲା, ଜାଣନ୍ତୁ ଓଡ଼ିଶାରେ ରହିଛନ୍ତି କେତେ

ନୂଆଦିଲ୍ଲୀ,୨୬।୫: କରୋନା ଭାଇରସ ପୁଣି ଥରେ ସାରା ଦେଶରେ ତା’ର ରୂପ ଦେଖାଇବା ଆରମ୍ଭ କଲାଣି, ଯାହା ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରମାନେ ନଜର ରଖିଛନ୍ତି। ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, କରୋନା…

ଚିନ୍ତା ବଢ଼ାଉଛି କରୋନା: ସଜାଗ ରହିବାକୁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ,୨୪ା୫: ୨୦୨୦ରେ ସାରା ବିଶ୍ୱକୁ ଭୟଭୀତ କରିଥିବା କରୋନା ଭାଇରସ୍‌ ଏବେ ପୁଣି ଥରେ ବ୍ୟାପିବାରେ ଲାଗିଛି। ଏହି କାରଣରୁ କ୍ରମାଗତ ଭାବରେ ବଢ଼ୁଥିବା ମାମଲା ଏବେ ଚିନ୍ତାର ବିଷୟ ପାଲଟିଛି। ଭାରତ ସମେତ ବିଶ୍ୱର ଅନେକ ଦେଶରେ କରୋନାର ନୂଆ…

କରୋନାକୁ ନେଇ ଚମକାଇବା ଭଳି କଥା କହିଲେ ବିଶେଷଜ୍ଞ, ଜାଣନ୍ତୁ ନୂଆ ଭାରିଏଣ୍ଟର ପ୍ରକୋପ କେତେ

ନୂଆଦିଲ୍ଲୀ,୨୩।୫: ଭାରତରେ ପୁଣି ଥରେ କୋଭିଡ-୧୯ର JN.1 ପ୍ରକାରର ମାମଲା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ, ବିଶେଷକରି ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ, କେରଳ ଏବଂ ତାମିଲନାଡୁରେ କୋଭିଡ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶେଷଜ୍ଞଙ୍କ ମତରେ, ଏହା ଏକ…

ହେବ କି ଲକ୍‌ଡାଉନ? କରୋନା କଟକଣାକୁ ନେଇ ଆସିଲା ବଡ଼ ସୂଚନା…

ଭୁବନେଶ୍ୱର, ୨୨।୫: ଭାରତ ଏବଂ ଦକ୍ଷିଣ-ପୂର୍ବ ଏସିଆରେ କୋଭିଡ-୧୯ ମାମଲାରେ ଏକ ନୂଆ ଭ୍ୟାରିଆଣ୍ଟ ଦେଖାଦେଇଛି, ଯାହା ଜେଏନ.୧ ଭାରିଆଣ୍ଟ ଏବଂ ତାହାର ଉପ-ଭାରିଆଣ୍ଟ ଏଲଏଫ.୭ ଓ ଏନବି.୧.୮ ଦାରା ଚାଳିତ ହେଉଛି। ଏହି ଭାରିଆଣ୍ଟଗୁଡ଼ିକ ଓମିକ୍ରନ ବଂଶରୁ ଉଦ୍ଭବ ହୋଇଛି…

ଫେରିଲାଣି କରୋନ! ରାଜଧାନୀରେ ଜଣେ ଚିହ୍ନଟ ପରେ ଲୋକେ ଭୟଭୀତ

ଭୁବନେଶ୍ୱର,୨୨।୫: ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ଜଣେ ବ୍ୟକ୍ତି ଏବେ କରୋନା ପଜିଟିଭ ଥିବା ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ବୋଲି ଜଣାପଡିଛି। ତାଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଖିଲେ ସେ ନିକଟରେ ଦିଲ୍ଲୀରୁ ଫେରିଥିବା କୁହାଯାଇଛି। ଏହାପରେ ଓଡ଼ିଶାକୁ କରୋନା…

କରୋନା ସଂକ୍ରମଣକୁ ନେଇ ରାଜ୍ୟ ସରକାର ଆଲର୍ଟ, ସବୁ ଜିଲାରେ ଆରମ୍ଭ ହେଲା ଟେଷ୍ଟିଂ

ଭୁବନେଶ୍ୱର,୧୭ା୫: ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଏନେଇ ସଜାଗ ରହିଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି। ସେମାନେ କୌଣସି…

ଆସିଲାଣି କରୋନାର ନୂଆ ଲହର! ଏସବୁ ଏସୀୟ ଦେଶରେ ଲୋକେ ଭୟଭୀତ

ନୂଆଦିଲ୍ଲୀ,୧୬।୫: କ’ଣ ବିଶ୍ୱରୁ କରୋନା ଭାଇରସ ସମ୍ପୂର୍ଣ୍ଣ ଲୋପ ପାଇଗଲା? ଯଦି ଆପଣ ଭାବୁଛନ୍ତି ଯେ ସାରା ବିଶ୍ୱରେ ତାଣ୍ଡବ ସୃଷ୍ଟି କରିଥିବା କୋଭିଡ-୧୯ ଶେଷ ହୋଇଯାଇଛି, ତେବେ ଏହା ଆପଣଙ୍କର ଭୁଲ ଧାରଣା। ହଁ, ପୁଣିଥରେ ସାରା ବିଶ୍ୱରେ ଧୀରେ…

କରୋନା ସମୟରେ ହୋଇଥିବା ୧୭ ହଜାର ମୃତ୍ୟୁ ପାଇଁ ଏହି ଔଷଧ ଦାୟୀ

ପ୍ୟାରିସ୍‌,୬ା୧: କରୋନା ମହାମାରୀରେ ହୋଇଥିବା ୧୭ ହଜାର ମୃତ୍ୟୁ ପାଇଁ ଏକ ଔଷଧ ଦାୟୀ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଫ୍ରାନ୍ସ ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମାର୍ଚ୍ଚରୁ ଜୁଲାଇ ୨୦୨୦ ପର୍ଯ୍ୟନ୍ତ କରୋନାର ପ୍ରଥମ ଲହରିରେ…

ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ

ଭୁବନେଶ୍ୱର,୪ା୧: ରାଜ୍ୟରେ ଗୁରୁବାର କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଜେଏନ୍‌.୧ ନାମକ ଏକ ଭାରିଆଣ୍ଟ ୨ ରୋଗୀଙ୍କଠାରେ ଚିହ୍ନଟ ହୋଇଛି। ସୁନ୍ଦରଗଡ଼ର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଉ ଜଣେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?