PSL ଛାଡି IPL ଖେଳିବାକୁ ପଳେଇ ଆସିଲେ ଦକ୍ଷିଣ ଆଫ୍ରିକା ଖେଳାଳି; ଲିଗାଲ ନୋଟିସ ପଠାଇଲା ପାକିସ୍ତାନ କରାଚୀ,୧୬ା୩: ଆଗାମୀ ପାକିସ୍ତାନ ସୁପର ଲିଗ (ପିଏସ୍ଏଲ୍)ରୁ ଓହରିଯାଇଥିବା ଦକ୍ଷିଣ ଆଫ୍ରିକାର ୩୦ ବର୍ଷୀୟ ଅଲରାଉଣ୍ଡର କର୍ବିନ ବୋଶ୍ଚଙ୍କୁ ଚୁକ୍ତି ଉଲ୍ଲଂଘନ କରିବା ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ଲିଗାଲ ନୋଟିସ ଜାରି କରାଯାଇଛି। ଏହି ଅଲରାଉଣ୍ଡରଙ୍କୁ...