୨୦ ମିନିଟ୍ ପର୍ଯ୍ୟନ୍ତ ଝିଅପିଲାଙ୍କୁ ଦେଖି ଯଦି କିଛି ନ ହେଉଛି ତେବେ… କାହିଁକି ଏପରି କହିଲେ ଇସ୍ଲାମିକ୍ ପ୍ରବଚକ ଇସଲାମାବାଦ,୧୩ା୧୦: ବିବାଦୀୟ ଇସଲାମ ପ୍ରଚାରକ ଜାକିର ନାଇକ ବର୍ତ୍ତମାନ ପାକିସ୍ତାନରେ ଅଛନ୍ତି। ଯେଉଁଠାରେ ସେ ପାକିସ୍ତାନର ସରକାରୀ ଅତିଥି ଭାବରେ ବୁଲୁଛନ୍ତି। ନିକଟରେ ଜାକିର ମହିଳାଙ୍କ ରୋଜଗାରକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି...