ତାଲିବାନର ନୂଆ ନିୟମ, ଆଉ ମିଳିବ ନାହିଁ ଗର୍ଭନିରୋଧକ ଔଷଧ! କାବୁଲ,୩।୨: କ୍ଷମତାକୁ ଆସିବା ପରଠାରୁ, ତାଲିବାନ ମହିଳାମାନଙ୍କ ସହ ଜଡିତ ଅନେକ ଜିନିଷ ଉପରେ କଠୋର କଟକଣା ଜାରି କରିଛି। ଏହି ତାଲିକାରେ ଏବେ ଗର୍ଭନିରୋଧକ ଔଷଧ ଯୋଡା ହୋଇଛି। ତାଲିବାନ ଗର୍ଭନିରୋଧକ ବଟିକାକୁ ସମ୍ପୂର୍ଣ୍ଣ ନିଷେଧ କରିଛି। ତାଲିବାନ ସରକାର…