Tag Archives: CONGRESS

ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ: ଉଭୟ ଶାସକ-ବିରୋଧୀ ମଧ୍ୟରେ ତତ୍ପରତା ପ୍ରକାଶ

ନୂଆଦିଲ୍ଲୀ,୮ା୯: ଉପରାଷ୍ଟ୍ରପତି ନିର୍ବାଚନ ମଙ୍ଗଳବାର ହେବାକୁ ଥିବାବେଳେ ଏଥିପାଇଁ ଶାସକ ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ଦେଖାଦେଇଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏର ଏମ୍‌ପିମାନେ ଶକ୍ତି ପ୍ରଦର୍ଶନ ପାଇଁ ରବିବାରଠାରୁ ୨ ଦିନିଆ କର୍ମଶାଳାରେ ଏକାଠି ହୋଇଛନ୍ତି। ପାର୍ଲାମେଣ୍ଟ କମ୍ପ୍ଲେକ୍ସର ଜିଏମ୍‌ସି…

ନେତା-କର୍ମୀଙ୍କ ସହ କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ଆଲୋଚନା, ସଭାପତି ଚୟନ ନେଇ ଚାଲିଛି କସରତ

ଛତ୍ରପୁର,୫ା୯(ଦିଲ୍ଲୀପ ସାମଲ): କଂଗ୍ରେସ ପକ୍ଷରୁ ଗଞ୍ଜାମ ଜିଲା (ପୂର୍ବ) ସଭାପତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ସଙ୍ଗଠନ ସୃଜନ ଅଭିଯାନ ମାଧ୍ୟମରେ ଦଳର ବରିଷ୍ଠ ନେତୃବୃନ୍ଦ ତୃଣମୂଳସ୍ତରରେ ଥିବା ନେତୃମଣ୍ଡଳୀ ଓ କର୍ମୀଙ୍କଠାରୁ ତଥ୍ୟ ସଂଗ୍ରହ କରି ସଭାପତି…

‘ବି’ରେ ବିଡ଼ି ‘ବି’ରେ ବିହାରରୁ ଏବେ ‘ସି’ରେ କଂଗ୍ରେସ ‘ସି’ରେ କରପଶନ ପର୍ଯ୍ୟନ୍ତ ପହଞ୍ଚିଲାଣି ରାଜନୀତି, ଜାଣନ୍ତୁ କ’ଣ ଏହି ବିବାଦ

ନୂଆଦିଲ୍ଲୀ,୫।୯: କେରଳ କଂଗ୍ରେସ କେନ୍ଦ୍ର ସରକାରଙ୍କ GST ସଂସ୍କାର ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରି ବିବାଦ ସୃଷ୍ଟି କରିଛି। କିନ୍ତୁ, ବର୍ତ୍ତମାନ ଏହି ପୋଷ୍ଟକୁ X ରୁ ହଟାଇ ଦିଆଯାଇଛି। ତମାଖୁ ଉତ୍ପାଦ ଉପରେ GST ହ୍ରାସକୁ ଉଦ୍ଧୃତ କରି…

୭ ଦିନିଆ ଗଞ୍ଜାମ ଗସ୍ତରେ ଏଆଇସିସି ସଭ୍ୟ: ଭାଜପା-କଂଗ୍ରେସ ସଂଗଠନ ସଜାଡ଼ିବାରେ ବ୍ୟସ୍ତ, ବିଜେଡି ନୀରବ

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ଗତ ସାଧାରଣ ନିର୍ବାଚନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ପରାଜୟ ସହ ଭାଜପାରୁ ବିଧାୟକ ଭାବେ ପ୍ରଦ୍ୟୁମ୍ନ କୁମାର ନାୟକ ନିର୍ବାଚିତ ହୋଇଥିଲେ। ଏହାପରେ ପ୍ରଦ୍ୟୁମ୍ନ ଦଳକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଲାଗି ପଡ଼ିଥିଲେ। ଫଳରେ ବିଜେଡି,…

ପାଟଣା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ହେଲେ ପରମେଶ୍ୱର ନାଏକ

ପାଟଣା:୩/୯(ବୀର କିଶୋର ଦାଶ ) ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହାତ ମୁଠାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ନିଯୁକ୍ତି ହୋଇଛନ୍ତି। ଏହି କ୍ରମରେ ବୁଧବାର ଅଖିଳ ଭାରତୀୟ…

”ଅପରେଶନ ସିନ୍ଦୁର ସମୟରେ ପାକିସ୍ତାନକୁ ଲାଇଭ୍ ଅପଡେଟ୍ ଦେଇଥିଲା ଚାଇନା”, ସବୁ ଭୁଲି ହାତ ମିଶାଇଲେ ମୋଦି

ନୂଆଦିଲ୍ଲୀ,୩୧।୮: କଂଗ୍ରେସ୍‌ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାଇନା ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ବୈଠକ ଉପରେ କଟାକ୍ଷ କରିଛି, ଭାରତ ବିରୋଧୀ ଚାଇନା ଆଗରେ ମୁଣ୍ଡ ନୁଆଁଇବା ଅଭିଯୋଗ କରିଛି। କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଚାଇନା ଭାରତ ପ୍ରତି ବାରମ୍ବାର…

ଦେଶବାସୀ ସହି ପାରିବେନି ମୋଦିଙ୍କ ଅପମାନ: ଭାଜପା

ନୂଆଦିଲ୍ଲୀ,୩୦।୮: ବିହାରରେ କଂଗ୍ରେସ ଦଳର ମଞ୍ଚରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବର୍ଗତ ମାଆଙ୍କ ପାଇଁ ଅପମାନଜନକ ଭାଷା ବ୍ୟବହାର କରାଯାଇଥିଲା। ସେବେଠାରୁ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ଏହି ମାମଲାର ଅଭିଯୁକ୍ତ ରଫିକ ରିଜଭି ଓରଫ ରାଜାଙ୍କୁ ଗିରଫ କରାଯାଇଛି। ଏହାକୁ…

ସାଲେପୁରକୁ ଏନ୍‌ଏସି ଘୋଷଣା ବାଦ୍‌ ପ୍ରତିବାଦରେ ତାତିଲା କଂଗ୍ରେସ, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ…

ସାଲେପୁର,୨୫ା୮(ଅରବିନ୍ଦ ଭୂୟାଁ): ସାଲେପୁରକୁ ଏନ୍‌ଏସି ଘୋଷଣାରୁ ବାଦ୍‌ ଦେବା ପ୍ରତିବାଦରେ ସୋମବାର ତାତିଛି କଂଗ୍ରେସ। ଦଳ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ନେତା ଆକ୍ୟୁବ୍‌ ଖାଁଙ୍କ ନେତୃତ୍ୱରେ ମଧୁମଣ୍ଡପ ପାଖରୁ ଏକ ରାଲି ବାହାରି ସାଲେପୁର…

ଆଜି ଦିଲ୍ଲୀରେ ବସିବ ଓଡ଼ିଶା କଂଗ୍ରେସର ବଡ଼ ବୈଠକ, ସଦସ୍ୟଙ୍କୁ ରାହୁଲ ଦେବେ…

ଭୁବନେଶ୍ୱର,୨୫ା୮: ଆଜି ଅର୍ଥାତ୍‌ ସୋମବାର ଓଡ଼ିଶା କଂଗ୍ରେସ ପାଇଁ ନୂଆଦିଲ୍ଲୀରେ ଏକ ବଡ଼ ବୈଠକ ଅନୁଷ୍ଠିତ ହେବ। ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ଅଜୟ ଲଲୁ ଓ…

ସ୍ବାଧୀନତା ଦିବସରେ ମୋଦିଙ୍କ RSS ପ୍ରଶଂସା: କଂଗ୍ରେସର କହିଲା-‘ନିଜ ଅବସରକୁ ଅଟକାଇବାର ପ୍ରୟାସ’

ନୂଆଦିଲ୍ଲୀ,୧୫।୮: ୭୯ତମ ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ ମିନିଟରୁ ଅଧିକ ସମୟର ଭାଷଣରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ୧୦୦ ବର୍ଷର ଯାତ୍ରାକୁ “ଗୌରବମୟ” ଓ “ବିଶ୍ୱର ସର୍ବବୃହତ NGO” ଭାବେ ପ୍ରଶଂସା କରିଥିଲେ। ମୋଦି କହିଥିଲେ,…

‘ଭୋଟ ଚୋରି’ ଭିଡିଓ ଦେଖାଇଲା କଂଗ୍ରେସ

ନୂଆଦିଲ୍ଲୀ,୧୪ା୮: ନିର୍ବାଚନ କମିଶନ (ଇସି)ଙ୍କ ଦ୍ୱାରା ଭୋଟ ଚୋରି କରାଯାଉଥିବା ଅଭିଯୋଗ ଆଣି କଂଗ୍ରେସ ବୁଧବାର ଭୋଟ ଜାଲିଆତିର ଆଉ ଏକ ନୂଆ ଭିଡିଓ ଦେଖାଇଛି। ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଭାଜପା ହାତମୁଠାରୁ ଛଡ଼ାଇ ଆଣିବା ପାଇଁ ଲୋକେ ସ୍ବର ଉତ୍ତୋଳନ କରିବା…

କଂଗ୍ରେସରେ ବଢୁଛି କନ୍ଦଳ, ଥରୁରଙ୍କ ପରେ ମୁହଁ ଖୋଲିଲେ ଆଉ ଜଣେ ବରିଷ୍ଠ ନେତା

ନୂଆଦିଲ୍ଲୀ,୨୯।୭: ସଂସଦର ମୌସୁମୀ ଅଧିବେଶନର ଷଷ୍ଠ ଦିନରେ, ସୋମବାର (୨୮ ଜୁଲାଇ) , ଅପରେଶନ ସିନ୍ଦୂର ଉପରେ ଆଲୋଚନା ଆରମ୍ଭ ହୋଇଥିଲା। କଂଗ୍ରେସ ଶଶି ଥରୁର ଏବଂ ଚଣ୍ଡିଗଡ଼ ଏମପି ମନୀଷ ତିୱାରୀଙ୍କୁ ଦଳ ପକ୍ଷରୁ କହିବାର ସୁଯୋଗ ଦେଇ ନଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri