ନୂଆଦିଲ୍ଲୀ,୮।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍କା ଉପରେ ଝଟ୍କା ଲାଗୁଛି। ଗୋଟିଏ ପଟେ ନେତାମାନେ ଦଳ ଛାଡ଼ୁଥିବା ବେଳେ ଅନ୍ୟପକ୍ଷେ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ…
ଭୁବନେଶ୍ୱର,୮।୩: ଆସନ୍ତା ଲୋକ ସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ଶୁକ୍ରବାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା…
ନୂଆଦିଲ୍ଲୀ,୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ୩୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଛି କଂଗ୍ରେସ। ପୁଣିଥରେ ରାହୁଲ ୱାୟନାଡରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଦଳର କେନ୍ଦ୍ରୀୟ…
ଭୁବନେଶ୍ୱର,୭ା୩: ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ମିଳିଛି। ୨୦୨୪ ନିର୍ବାଚନ ପୂର୍ବରୁ ପ୍ରସାଦଙ୍କୁ ଏଆଇସିସି ଏହି ନୂଆ ଦାୟିତ୍ୱ ଦେଇଛି।…
ଭୁବନେଶ୍ୱର,୭ା୩: ଓଡ଼ିଶାରେ ଭାଜପା ଏବଂ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଜୋର ଧରିଥିବା ବେଳେ ଗୁରୁବାର ଉଭୟ ଦଳଙ୍କୁ କଟାକ୍ଷ କରିଛି କଂଗ୍ରେସ। ବିଜୁ ଜନତା ଦଳ…
ଚଣ୍ଡିଖୋଲ,୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା କଂଗ୍ରେସର ବରିଷ୍ଠ ନେତା ତଥା ପିସିସି ସମ୍ପାଦକ କ୍ୟାପ୍ଟେନ ରାଜନାରାୟଣ ମହାପାତ୍ର ବୁଧବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…
ଭୁବନେଶ୍ୱର,୬ା୩: କଂଗ୍ରେସକୁ ଫେରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା। ଲୋକସଭା ଓ ବିଧାନସଭା ନିର୍ବାଚନ ଘୋଷଣାକୁ ମାତ୍ର ଆଉ କେଇଟା ଦିନ ବାକି ଥିଲା ବେଳେ…
ଭୁବନେଶ୍ୱର,୨୯।୨ (ସୁନିତ୍ ମିଶ୍ର): ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆସନ୍ତା ୧ ତାରିଖରେ ନବୀନ ନିବାସ ଘେରାଉ କରାଯିବ। ‘ନବୀନ ହଟାଅ, ଓଡ଼ିଶା ବଞ୍ଚାଅ’ କାର୍ଯ୍ୟକ୍ରମ ଜରିଆରେ…
ଭୁବନେଶ୍ୱର,୨୬।୨: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସୋମବାର ଲୋୟର ପିଏମଜିକୁ ଯୁଦ୍ଧକ୍ଷେତ୍ରରେ ପରିଣତ କରିଛି କଂଗ୍ରେସ। ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କୁ ଘେରିବା ଉଦ୍ୟମରେ ବହୁ…
ନୂଆଦିଲ୍ଲୀ,୨୧।୨: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ-ଏଏପି ମିଳିତ ମଞ୍ଚକୁ ନେଇ ଏକ ସହମତି ପ୍ରକାଶ ପାଇଥିବା ଜଣାପଡିଛି। ସୂଚନାନୁସାରେ, ଏଏପି ଦିଲ୍ଲୀର ୪ ଟି ଆସନରେ ଏବଂ…
ଭୁବନେଶ୍ୱର,୨୦।୨(ସୁନିତ୍ ମିଶ୍ର): ରାଜ୍ୟରେ ମହିଳାମାନଙ୍କ ପ୍ରତି ବଢୁଥିବା ହିଂସା ବିରୋଧରେ ବୁଧବାର ନବୀନ ନିବାସ ଘେରିବ ବୋଲି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ସୂଚନା…
ଢେଙ୍କାନାଳ,୧୯।୨(ରତନ ନାୟର): କଂଗ୍ରେସ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ। ତାଙ୍କ ସହିତ ପୂର୍ବତନ ଜିଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ, ଟାଉନ ସଭାପତି…