ପ୍ରଧାନମନ୍ତ୍ରୀଙ୍କୁ କଡ଼ା ପ୍ରଶ୍ନ କଲା କଂଗ୍ରେସ, ମିଳିବ କି ଉତ୍ତର ? ନୂଆଦିଲ୍ଲୀ,୧୨ା୫: ସୋମବାର କଂଗ୍ରେସ ସରକାରଙ୍କଠାରୁ ପହଲଗାମ ଆତଙ୍କବାଦୀ ଆକ୍ରମଣର ଅପରାଧୀମାନଙ୍କୁ ଗିରଫ କରାଯାଇଛି କିମ୍ବା ହତ୍ୟା କରାଯାଇଛି କି ନାହିଁ ଏବଂ ଏହି ଘଟଣାକୁ ନେଇ ସୁରକ୍ଷା ତ୍ରୁଟି ପାଇଁ କିଏ ଦାୟୀ ଥିଲେ ତାହାର ଉତ୍ତର ଦାବି କରିଛି,...