Tag Archives: CONGRESS

‘ପ୍ରଧାନମନ୍ତ୍ରୀ ସବୁଠାରୁ ବଡ ଡ୍ରାମେବାଜ’, ମୋଦିଙ୍କ ବୟାନକୁ ନେଇ ଖପ୍ପା କଂଗ୍ରେସ

ନୂଆଦିଲ୍ଲୀ,୧।୧୨: କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀଙ୍କ ବୟାନର ପ୍ରତିଶୋଧ ନେଇ ତାଙ୍କୁ ସବୁଠାରୁ ବଡ଼ ଡ୍ରାମେବାଜ ବୋଲି କହିଛି। ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବା ପରେ କଂଗ୍ରେସ ଦଳର ଏହି...

ପିସିସି ସଭାପତି ଭକ୍ତ ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ନେତାଙ୍କୁ କଂଗ୍ରେସରୁ କରାଗଲା ନିଲମ୍ବନ

ଭୁବନେଶ୍ୱର,୨୨।୧୧: ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ନିହାର ରଞ୍ଜନ ବେହେରା କଂଗ୍ରେସରୁ ନିଲମ୍ବିତ କରାଯାଇଛି। ବିଶୃଙ୍ଖଳା ଆଚରଣ ସହ ନେତୃତ୍ୱ ବିରୋଧରେ ମନ୍ତବ୍ୟ ନେଇ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଦ୍ୱାରା ନିହାର ବେହେରାଙ୍କୁ ନିଲମ୍ବିତ...

ବିଜେଡି ହାତରୁ ଗଲା ନୂଆପଡ଼ା: ବିଧାୟକ ହେଲେ ଜୟ ଢୋଲକିଆ, ସନ୍ଧ୍ୟାରେ ଭେଟିବେ ମୁଖ୍ୟମନ୍ତ୍ରୀଙ୍କୁ…

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ପ୍ରକାଶ ପାଇଲା ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନ ଫଳାଫଳ। ବାଜି ମାରିଲେ ଜୟ ଢୋଲକିଆ। ତାଙ୍କ ପିତା ତଥା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଗଡ଼ ବଜାୟ ରଖିଲେ ଜୟ। ଏଥିସହ ବିଜେଡି ହାତରୁ ଗଲା ନୂଆପଡ଼ା ଆସନ।...

‘ଜନ୍ମଦିନରେ କଂଗ୍ରେସର ପରାଜୟ ଦେଖୁଛନ୍ତି ନେହେରୁ’, ମିମ୍ସ ଭାଇରାଲ୍

ନୂଆଦିଲ୍ଲୀ,୧୪ା୧୧: ବିହାର ବିଧାନସଭା ନିର୍ବାଚନ ୨୦୨୫ର ଆଦ୍ୟ ଟ୍ରେଣ୍ଡରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବଡ଼ ବିଜୟ ଆଡକୁ ଅଗ୍ରସର ହେବା ପରେ ସୋସିଆଲ ମିଡିଆରେ ମିମ୍ସର ବନ୍ୟା ଛୁଟିଛି। ଏହି ମିମ୍ସଗୁଡ଼ିକ ରାଜ୍ୟର ବର୍ତ୍ତମାନର ରାଜନୈତିକ ମାହୋଲକୁ ପ୍ରତିଫଳିତ...

ନୂଆପଡ଼ା ଉପନିର୍ବାଚନ: ୧୦ମ ରାଉଣ୍ଡ୍‌ରେ ଜୟ ଢୋଲକିଆ ଆଗରେ, ବିଜେଡିକୁ ମିଳିଛି…

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ୍‌ ଗଣତି ସକାଳ ୮ଟାରୁ ଜାରି ରହିଛି। ୧୦ମ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୩୩୨୩୨ ଭୋଟ୍‌ରେ ଆଗୁଆ ରହିଛନ୍ତି। ୧୦ମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୦୩୩୩ ଖଣ୍ଡ ଭୋଟ୍‌ ମିଳିଥିବାବେଳେ...

Nuapara By-Election: ୫ମ ରାଉଣ୍ଡ୍‌ରେ ବି ଜୟ ଢୋଲକିଆ ଆଗରେ, ଏତିକି ଭୋଟ୍‌ ପଛରେ ଅଛନ୍ତି ସ୍ନେହାଙ୍ଗିନୀ

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ୍‌ ଗଣତି ସକାଳ ୮ଟାରୁ ଜାରି ରହିଛି। ପଞ୍ଚମ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୧୮ ହଜାର ୩୯୮ ଭୋଟ୍‌ରେ ଆଗୁଆ ରହିଛନ୍ତି। ପଞ୍ଚମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୨୫୧୯୫ ଭୋଟ୍‌...

ନୂଆପଡ଼ାରେ ନବୀନ: ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରି…

ଭୁବନେଶ୍ୱର,୭।୧୧: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନିକିଆ ନୂଆପଡ଼ା ଗସ୍ତରେ ଯାଇ ପହଞ୍ଚିଛନ୍ତି। ନବୀନଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ। ଏହି ଅବସରରେ ନବୀନ ଖରିଆର୍‌ ରୋଡ୍‌ ଏନ୍‌ଏସି ଅଞ୍ଚଳର...

ମୋର ବିଜୟ ସୁନିଶ୍ଚିତ: ଘାସିରାମ ମାଝୀ

ନୂଆପଡ଼ା ଉପନିର୍ବାଚନରେ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସମେତ ସମୁଦାୟ ୧୪ ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଚଳିତ ନିର୍ବାଚନକୁ ମିଶାଇ ୬ଷ୍ଠ ଥର ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି।...

ନୂଆପଡ଼ା ଉପ-ନିର୍ବାଚନ: ତିନି ପ୍ରମୁଖ ଦଳ ପାଇଁ ସମ୍ମାନର ଲଢ଼େଇ

ଭୁବନେଶ୍ୱର,୩।୧୧: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ ଜୋରଦାର ପ୍ରଚାର ଚଳାଇଛନ୍ତି। ବିଜେଡି ବିଧାୟକ...

‘ନୂଆପଡ଼ା ପାଇଁ ନୂଆଦିଲ୍ଲୀରେ ସରିଛି ଡିଲ୍‌’

ଭୁବନେଶ୍ୱର,୩ା୧୧(ରବିନାରାୟଣ ଜେନା): ନୂଆପଡ଼ା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ଡିଲ୍‌ ହୋଇସାରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ରବିବାର କଂଗ୍ରେସ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଗୋଟିଏ ପଟେ ଭାଜପା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ...

ଉନ୍ନତି ଅପେକ୍ଷାରେ ଯୁବ ଭୋଟର

ନୂଆପଡ଼ା,୨ା୧୧(ପୀତାମ୍ବର ସାହୁ): ଆସନ୍ତା ୧୧ ତାରିଖରେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ ଉପନିର୍ବାଚନ। ଏଥିରେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ମତଦାତାଙ୍କ ସମେତ ଯୁବ ଭୋଟରମାନେ ଏହି ନିର୍ବାଚନକୁ ନେଇ କ’ଣ ଭାବୁଛନ୍ତି ଏବଂ କେଉଁ ପ୍ରସଙ୍ଗ...

ନୂଆପଡ଼ା ଉପନିର୍ବାଚନ: ‘ସହାନୁଭୂତି’ର ଆୟୁଧରେ ଲଢ଼େଇ

ନୂଆପଡ଼ା, ୩୧ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ନୂଆପଡା ଉପନିର୍ବାଚନ ଜିଣିବାକୁ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି। ପ୍ରମୁଖ ଦଳର ପ୍ରାର୍ଥୀ ଓ ହେଭିୱେଟ ନେତାମାନେ ନୂଆପଡାର ପ୍ରତି ପଞ୍ଚାୟତ ଓ ଗାଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri