ପାକିସ୍ତାନର ଚିନ୍ତା ବଢାଇଲା କଙ୍ଗୋ ଭାଇରସ, ୩ ଜଣଙ୍କ ମୃତ୍ୟୁ ପରେ ଲୋକେ ଭୟଭୀତ ଇସଲାମାବାଦ,୨୦।୬: ପାକିସ୍ତାନରେ ଏକ ବିପଦପୂର୍ଣ୍ଣ ଭାଇରସ ପ୍ରବେଶ କରିଛି ଏବଂ ଏହି ଭାଇରସ ଯୋଗୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଦୁଇଜଣ ଖାଇବର ପଖତୁନଖ୍ବାର ଏବଂ ଜଣେ କରାଚୀର। ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ ଅନୁଯାୟୀ, ସିନ୍ଧର…