ଦୁର୍ଗମ ପଞ୍ଚାୟତର ମାଳମାଳ ଅଭିଯୋଗ ନେଇ ଆଗେଇ ଆସିଲେ ସରପଞ୍ଚ-ସମିତି ସଭ୍ୟ, ଜିଲାପାଳଙ୍କୁ କହି… ଦାରିଙ୍ଗବାଡ଼ି,୧୩ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ୨୫ଟି ପଞ୍ଚାୟତକୁ ନେଇ ଗଠିତ। ୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ, ୧ ଲକ୍ଷ ୧୦ ହଜାର ଜନସଂଖ୍ୟା ରହିଛନ୍ତି। ତେବେ ଜନସଂଖ୍ୟା ତୁଳନାରେ ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକ ମୌଳିକ ସୁବିଧା ମିଳୁ...