କୋର୍ଟଙ୍କ ବଡ଼ ରାୟ, ମାଲେଗାଓଁ ପୀଡ଼ିତଙ୍କୁ ମିଳିବ ଅନୁକମ୍ପା ରାଶି ନୂଆଦିଲ୍ଲୀ,୩୧।୭: ୨୦୦୮ ମସିହାରେ ମହାରାଷ୍ଟ୍ରର ମାଲେଗାଓଁରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ୧୭ ବର୍ଷ ପରେ NIA ସ୍ବତନ୍ତ୍ର କୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ଠାକୁର ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ…