Train Accident: ଭୟଙ୍କର ରେଳ ଦୁର୍ଘଟଣା, ସାମ୍ନା ସାମ୍ନି ଧକ୍କା ହେଲେ ହାଇସ୍ପିଡ ଟ୍ରେନ, ୨୧ ମୃତ ପ୍ୟାରିସ,୧୯।୧: ରବିବାର (ଜାନୁଆରୀ ୧୮, ୨୦୨୬) ଦକ୍ଷିଣ ସ୍ପେନରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି। କର୍ଡୋବା ପ୍ରଦେଶରେ ଦୁଇଟି ଦ୍ରୁତଗାମୀ ଟ୍ରେନ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ...