ବଦଳିଲା ସରକାରୀ ମହାବିଦ୍ୟାଳୟର ନାମ କୋରାପୁଟ,୧୮ା୪(ଅମିତାଭ ବେହେରା): କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ସରକାରୀ ମହାବିଦ୍ୟାଳୟର ପୁଣିଥରେ ନାଁ ବଦଳିଛି। ଗତ ୧୬ ତାରିଖରେ ଏହାକୁ ରାଜ୍ୟ ସରକାର ବିଜ୍ଞପ୍ତି ମାଧ୍ୟମରେ ସରକାରୀ ଡିଏଭି ମହାବିଦ୍ୟାଳୟ ନାମରେ ନାମିତ କରିଛନ୍ତି। ଦୀର୍ଘଦିନର ଦାବି ପରେ କଲେଜ ତାର ପୂର୍ବ...