କ୍ୟାନସର ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଥ ଯୋଗାଡ଼ରେ ଲାଗିଛନ୍ତି ଅଟୋ ଚାଳକ ଭଞ୍ଜନଗର,୯ା୭(ବାବୁଲା ପ୍ରଧାନ): ନିଜର ହକ୍ ଦାବି ନେଇ ଡ୍ରାଇଭର ସଂଘ ମଙ୍ଗଳବାରଠାରୁ ଆନ୍ଦୋଳନ ଚଳାଇଛନ୍ତି। କିନ୍ତୁ ଭଞ୍ଜନଗର ଅଟୋ ଚାଳକ ସଂଘର ବରିଷ୍ଠ ସଭ୍ୟ ତଥା ସମାଜସେବୀ ମନୋଜ ମିଶ୍ର ଆଜକୁ ଦୁଇଦିନ ହେବ ଜଣେ ଗରିବ କ୍ୟାନସର ବା...