Tag Archives: coal

ତେଲ, କୋଇଲା, ସୁନା…କାହିଁକି ଭେନେଜୁଏଲା ଉପରେ ଆକ୍ରମଣ କଲା ଆମେରିକା? ଜାଣନ୍ତୁ…

ଓ୍ବାଶିଂଟନ,୪।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ତାଙ୍କ ନିଷ୍ପତ୍ତିଗୁଡ଼ିକ ବାରମ୍ବାର ତାଙ୍କର ବ୍ୟବସାୟିକ ବୁଦ୍ଧିକୁ ପ୍ରତିଫଳିତ କରିଛି ଏବଂ ତାଙ୍କ ନୀତିଗୁଡ଼ିକ ଏହି ନୀତି ଉପରେ ଆଧାରିତ। ବାଣିଜ୍ୟ, ଲାଭ ଏବଂ ସମ୍ବଳ ଉପରେ ନିୟନ୍ତ୍ରଣ…

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ ମାମଲା ରୁଜୁ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ତାଳଚେର ସହର ପ୍ରଦୂଷଣ ନେଇ ଏନ୍‌ଜିଟିରେ ମାମଲା: ପ୍ରତିପକ୍ଷଙ୍କୁ ଜବାବ ଦାଖଲ ନୋଟିସ୍‌

କଟକ,୬ା୩(କାର୍ତ୍ତିକ ସାହୁ): ତାଳଚେର ସହରରେ କୋଇଲା ପରିବହନଜନିତ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ପକ୍ଷରୁ ବୁଧବାର ମାମଲାର ଶୁଣାଣି କରାଯାଇ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ନିମନ୍ତେ ଏପ୍ରିଲ ୧୦କୁ ଧାର୍ଯ୍ୟ…

କୋଇଲା ଖଣିରେ ଅଘଟଣ: ୧୦ ମୃତ, ୬ ନିଖୋଜ

ବେଜିଂ,୧୩ା୧: ଚାଇନାର ହେନାନ ପ୍ରଦେଶର ଏକ କୋଇଲା ଖଣିରେ ଦୁର୍ଘଟଣା ପରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ଶନିବାର ସକାଳେ ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। କୋଇଲା ଏବଂ ବିସ୍ଫୋରଣ ଯୋଗୁ ଏହି…

କୋଇଲା ପ୍ଲାଣ୍ଟରେ ନିଆଁ: ଜିଅନ୍ତା ଜଳିଗଲେ ୨୫, ଅନେକ ଆହତ

ବେଜିଂ,୧୬ା୧୧:ଗୁରୁବାର ସକାଳେ ଚାଇନାରେ ଏକ ଦୁଃଖଦ ଘଟଣା ଘଟିଛି। ଉତ୍ତର ଶାନସି ପ୍ରଦେଶର ଲୁଲିଆଙ୍ଗରେ ଥିବା ଏକ କୋଇଲା କମ୍ପାନୀ ବିଲ୍ଡିଂରେ ନିଆଁ ଲାଗିବାରୁ ୨୫ ଜଣ ଜିଅନ୍ତା ଜଳିଯାଇଛନ୍ତି । ୪ମହଲା ବିଶିଷ୍ଟ ବିଲ୍ଡିଂରେ ନିଆଁ ଏତେ ତୀବ୍ର ଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?