ବିଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜାଣନ୍ତୁ କାହିଁକି ଭୁବନେଶ୍ୱର,୩।୧୧: ନଭେମ୍ବର ୧୮ ରୁ ତିନି ଦିନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆଶାନ୍ତ ବର୍ଷ ହେଵାଉ ଥିବା ଉତ୍କଳ ଓଡ଼ିଶା କନକ୍ଲେଭ ପୂର୍ବରୁ ସିଙ୍ଗାପୁରରେ ଏକ ରୋଡ୍ ସୋ ସହିତ...