Ajit Pawar Last Photo: ଅଜିତ ପାଓ୍ବାରଙ୍କ ସେହି ଶେଷ ଫଟୋ, ଫଡନବିସ୍ଙ୍କ ସହ କ୍ୟାବିନେଟ୍ ବୈଠକରେ ହୋଇଥିଲା ଏହି… ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କର ବୁଧବାର ସକାଳେ ବାରାମତିରେ ଏକ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ଅଜିତ ନିର୍ବାଚନ ପ୍ରଚାର ପାଇଁ ବାରାମତି ଯାଉଥିଲେ। ତାଙ୍କର ପରଲୋକ କେବଳ ଏନ୍ସିପି ପାଇଁ ନୁହେଁ ବରଂ ମହାରାଷ୍ଟ୍ର ପାଇଁ ମଧ୍ୟ ଏକ…