Video: ହିମାଚଳ ପ୍ରଦେଶର ସିମଲାରେ ବାଦଲଫଟା ବର୍ଷା, ବନ୍ୟାରେ ଭାସିଗଲା କାର ସିମଲା, ୨୫ା୫: ହିମାଚଳ ପ୍ରଦେଶର ସିମଲାରେ ଶନିବାର ସନ୍ଧ୍ୟାରେ ଏବଂ ରାମପୁର ଅଞ୍ଚଳରେ ରାତିରେ ବାଦଲଫଟା ବର୍ଷା ହୋଇଛି। ଏହି ବାଦଲଫଟା ବର୍ଷା ଯୋଗୁଁ ଅଞ୍ଚଳରେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇଥିଲା, ଯାହା ବ୍ୟାପକ କ୍ଷୟକ୍ଷତି ଏବଂ ଜନଜୀବନରେ ବିଘ୍ନ...