Tag Archives: Cloudbrust

ପ୍ରକୃତିର ତାଣ୍ଡବ, ବାଦଲ ଫଟା ବର୍ଷାରେ ଧୋଇଗଲା ଅନେକ ଘର

କଠୁଆ,୧୭।୮: ପ୍ରତିବର୍ଷ ମୌସୁମୀ ଋତୁ ପାହାଡିଆ ରାଜ୍ୟଗୁଡ଼ିକ ପାଇଁ ବିପର୍ଯ୍ୟୟ ଆଣିଥାଏ। ଏଥର ମଧ୍ୟ ମୌସୁମୀ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି। ଜମ୍ମୁ-କା=ଶ୍ମୀରର କିସ୍ତୱାରରେ ବାଦଲ ଫଟା ଘଟଣା ପରେ ହଠାତ ବନ୍ୟାରେ ଏପର୍ଯ୍ୟନ୍ତ ୬୦ ରୁ…

ବାଦଲଫଟା ବର୍ଷା ଯୋଗୁ ନୁହେଁ ବରଂ ଏହି କାରଣ ପାଇଁ ଧରାଲିରେ ଆସିଥିଲା ବିନାଶକାରୀ ବନ୍ୟା, ବିଶେଷଜ୍ଞଙ୍କ ବଡ଼ ଦାବି

ଡେରାଡୁନ,୭।୮: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାର ଧରାଲି ଗାଁରେ ଘଟିଥିବା କ୍ଷୟକ୍ଷତିକୁ ପୂର୍ବରୁ ବାଦଲ ଫଟା ବର୍ଷା ବୋଲି ବିବେଚନା କରାଯାଉଥିଲା। କିନ୍ତୁ ଏବେ ବୈଜ୍ଞାନିକମାନେ ଏହା ଉପରେ ଏକ ବଡ଼ ତଥ୍ୟ ଦେଇଛନ୍ତି। ସେମାନଙ୍କ ମତରେ, ଏହି କ୍ଷୟକ୍ଷତି ବାଦଲ ଫାଟିବା…

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri