ସରକାରୀ ଅର୍ଥ ଚଳୁ କରିଦେଲେ କିରାଣି, ସିଧା ନିଲମ୍ବିତ ଅନୁଗୋଳ,୧୪ା୧୦(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ମୁଖ୍ୟ ହସ୍ପିଟାଲର କନିଷ୍ଠ କିରାଣି ଚାକିରିରୁ ନିଲମ୍ବିତ ହୋଇଛନ୍ତି। କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କୁ ସିଡିଏମଓ ନିଲମ୍ବନ କରିଛନ୍ତି। ତେବେ ୨.୩୮ କୋଟି ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସିଡିଏମ୍ଓ ନିଲମ୍ବିତ କରିଛନ୍ତି। ନିଜେ ନିଜ…