ପୂର୍ବତନ କିରାଣିଙ୍କ ୩୦ କୋଟିରୁ ଅଧିକ ସମ୍ପତ୍ତି, ମାସିକ ଦରମା ୧୫,୦୦୦ ଟଙ୍କା ଭୁବନେଶ୍ୱର,୧।୮: ସାଧାରଣ କିରାଣିଙ୍କ ୩୦ କୋଟିରୁ ଅଧିକ ସମ୍ପତ୍ତି। ମାସକୁ ୧୫,୦୦୦ ଟଙ୍କା ଦରମା ପାଉଥିବା କିରାଣିଙ୍କ ଏତେ ସମ୍ପତ୍ତି କେମିତି ହେଲା ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କର୍ଣ୍ଣାଟକର କୋପ୍ପାଲ ଜିଲାରେ କର୍ଣ୍ଣାଟକ ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ...