ଲଗାତାର ଅଷ୍ଟମ ଥର ପାଇଁ ସ୍ବଚ୍ଛ ସହର ତାଲିକାରେ ଏକ ନମ୍ବରରେ ରହିଲା ଇନ୍ଦୋର, ଜାଣନ୍ତୁ ଏହାପରେ ରହିଛି କେଉଁ ସହର ନୂଆଦିଲ୍ଲୀ,୧୭।୭: କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ବଚ୍ଛତା ସର୍ଭେରେ, ଇନ୍ଦୋର ଲଗାତାର ଅଷ୍ଟମ ଥର ପାଇଁ ଭାରତର ସବୁଠାରୁ ସ୍ବଚ୍ଛ ସହର ହେବାର ଟାଇଟଲ ପାଇଛି। ସେହିପରି ସୁରଟ ଦ୍ୱିତୀୟ ସ୍ଥାନ ପାଇଛି। ପୂର୍ବରୁ, ମଧ୍ୟପ୍ରଦେଶର ଇନ୍ଦୋର ଲଗାତାର ସାତ ଥର ପାଇଁ…