ChatGPT କଲା ଚମତ୍କାର: JEE Advancedରେ ରଖିଲା ୩୬୦ରୁ ୩୨୭, IIT ଇଞ୍ଜିନିୟର ବିସ୍ମିତ ନୂଆଦିଲ୍ଲୀ,୧୦।୬: OpenAIର ChatGPT ଆରମ୍ଭ ହେବା ପରଠାରୁ ଏହା ସର୍ବଦା ଚର୍ଚ୍ଚାରେ ରହିଛି। ଏବେ ChatGPTର ନୂତନ ସଂସ୍କରଣ ଦେଶର ସବୁଠାରୁ କଠିନ ପରୀକ୍ଷାରେ ଦୃଢ଼ ନମ୍ବର ରଖି ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। OpenAIର ନୂଆ AI ମଡେଲ…