ୟୁନୁସ ସରକାରଙ୍କ ଏକଛତ୍ରବାଦୀ ଶାସନ, ଗଣମାଧ୍ୟମ ଉପରେ ଲଗାଇଲେ ଅଙ୍କୁଶ ଢାକା,୪।୭: ବାଂଲାଦେଶର ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରରେ ଗଣମାଧ୍ୟମ ସ୍ବାଧୀନତା ଉପରେ କଟକଣା ଲଗାଯାଇଛି। ପ୍ରତିବନ୍ଧକ ଆଇନ ଏବଂ ରାଜନୈତିକ ଚାପ ଦ୍ୱାରା ଦେଶରେ ଗଣମାଧ୍ୟମ ସ୍ବାଧୀନତା ସୀମିତ ହୋଇଛି। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (UNDP) ଏବଂ UNESCOର...