Tag Archives: CJI

UGC New Rules: General, SC, ST, OBCଙ୍କ ପାଇଁ ହେଉ ଅଲଗା ଅଲଗା ହଷ୍ଟେଲ, ଶୁଣୁ ଶୁଣୁ କାହିଁକି ରାଗିଗଲେ CJI, କହିଲେ…

ନୂଆଦିଲ୍ଲୀ,୨୯।୧: ନୂତନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ନିୟମକୁ ଗୁରୁବାର (ଜାନୁଆରୀ ୨୯, ୨୦୨୬)ରେ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି କରିବା ସମୟରେ, ବିଭିନ୍ନ ଜାତି ପାଇଁ ପୃଥକ ହଷ୍ଟେଲ ଯୋଗାଇବା ପ୍ରସ୍ତାବ ଆସିବା ପରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ…

‘ଆପଣ ସମ୍ବିଧାନର ରକ୍ଷକ, ଆମେ ଆପଣଙ୍କର…’, CJI ସୂର୍ଯ୍ୟକାନ୍ତଙ୍କୁ କାହିଁକି ଏମିତି ଅପିଲ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ? ଜାଣନ୍ତୁ…

କୋଲକାତା,୧୮।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ଯେକୌଣସି ବିପଦରୁ ରକ୍ଷା କରିବା ପାଇଁ ଭାରତର ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କୁ ସିଧାସଳଖ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଜାଣିଶୁଣି ନାଗରିକମାନଙ୍କୁ ବଦନାମ କରିବାକୁ…

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଧାନ ବିଚାରପତି ବିଳମ୍ବିତ ନ୍ୟାୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛିନ୍ତି। ବିଳମ୍ବିତ ନ୍ୟାୟ ଲୋକଙ୍କ…

‘ଗରିବଙ୍କୁ ନ୍ୟାୟ ଦେବା ପାଇଁ ରାତି ଅଧ ଯାଏ କୋର୍ଟରେ ବସିପାରିବି’

ନୂଆଦିଲ୍ଲୀ,୨୯ା୧୧: ମୋକଦ୍ଦମାର ଗରିବ ପକ୍ଷଙ୍କୁ ନ୍ୟାୟ ଦେବା ତାଙ୍କର ପ୍ରାଥମିକତା ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ କହିଛନ୍ତି। ଗରିବଙ୍କୁ ନ୍ୟାୟ ଦେବା ନିମନ୍ତେ ସେ ରାତି ଅଧ ଯାଏ କୋର୍ଟରେ ବସିପାରିବେ। କେନ୍ଦ୍ର ସରକାର ଏବଂ ଅନ୍ୟମାନଙ୍କ ବିରୋଧରେ…

SIR ଉପରେ ପ୍ରଶ୍ନ ଉଠାଇଲେ କପିଲ ସିବଲ, CJI କହିଲେ…

ନୂଆଦିଲ୍ଲୀ,୨୮।୧୧: ଆବେଦନକାରୀ RJD ମପି ମନୋଜ ଝା ଭୋଟର ତାଲିକାର ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକ୍ରିୟା ବାସ୍ତବରେ ଅନ୍ୟାୟ। ସେ ଯୁକ୍ତି ଦେଇଛନ୍ତି ଯେ ଭୋଟରମାନଙ୍କୁ ସେମାନଙ୍କର ଜନ୍ମ…

ଶେଷ ଥର ପାଇଁ କୋର୍ଟରେ ବସିଲେ ମୁଖ୍ୟ ବିଚାରପତି ଗଭଇ, କହିଲେ ‘ପ୍ରତ୍ୟେକ ପଦବୀ ଦେଶ ସେବା କରିବାର ଏକ ସୁଯୋଗ’

ନୂଆଦିଲ୍ଲୀ,୨୧।୧୧: ‘ମୁଁ ଜଣେ ଆଇନ ଛାତ୍ର ଭାବରେ ଆସିଥିଲି ଏବଂ ଏବେ ମୁଁ ନ୍ୟାୟର ଛାତ୍ର ଭାବରେ ବିଦାୟ ନେଉଛି। ମୁଁ ବିଶ୍ୱାସ କରେ ଯେ ପ୍ରତ୍ୟେକ ପଦବୀ ହେଉଛି ଦେଶ ସେବା କରିବାର ଏକ ସୁଯୋଗ। ମୁଁ ଏହା କରିବାକୁ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଗିରଫଦାରୀର କାରଣ ଲିଖିତ ଭାବେ ନ ଦେଲେ ବ୍ୟକ୍ତି ହେବେ ମୁକ୍ତ

ନୂଆଦିଲ୍ଲୀ,୬।୧୧: ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଗିରଫଦାରୀର ଲିଖିତ କାରଣ ପ୍ରଦାନ କରିବା ବାଧ୍ୟତାମୂଳକ ନୁହେଁ। ତଥାପି, ଏହା ଯଥାଶୀଘ୍ର କରାଯିବା ଉଚିତ। ଯଦି ପୋଲିସ ଏପରି କରିବାରେ ବିଫଳ ହୁଏ, ତେବେ…

ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୭।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗଭାଇ ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ସିଜେଆଇ ଗଭାଇ ନଭେମ୍ବର ୨୩ ତାରିଖରେ ତାଙ୍କ ପଦବୀରୁ ଅବସର ନେଉଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର…

CJIଙ୍କ ଉପରକୁ ଜୋତା ଫିଙ୍ଗିବା ଘଟଣାକୁ ନେଇ ବଡ଼ ବୟାନ ଦେଲେ ଅଭିଯୁକ୍ତ ଓକିଲ

ନୂଆଦିଲ୍ଲୀ,୭।୧୦: ସୁପ୍ରିମକୋର୍ଟରେ ଆଇନଜୀବୀ ରାକେଶ କିଶୋର ଦେଶର ମୁଖ୍ୟ ବିଚାରପତି (CJI) ବି.ଆର. ଗବଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ରାକେଶ ଏହି ମାମଲାରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ଏଥିପାଇଁ ମୋର କୌଣସି ଅନୁତାପ ନାହିଁ।’…

ଶୁଣାଣି ସମୟରେ ମୁଖ୍ୟ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଥିଲେ ଓକିଲ, ସିଜେଆଇ କହିଥିଲେ…

ନୂଆଦିଲ୍ଲୀ,୬।୧୦: ସୋମବାର ସୁପ୍ରିମକୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଶୁଣାଣି ସମୟରେ ଜଣେ ଓକିଲ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗଭଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ରିପୋର୍ଟ ଅନୁଯାୟୀ, ସେହି ବ୍ୟକ୍ତି କୋର୍ଟ ଭିତରେ ମଧ୍ୟ ସ୍ଲୋଗାନ ଦେଇଥିଲେ।…

ଭାରତ ବୁଲ୍‌ଡୋଜରରେ ନୁହେଁ, ଆଇନ ଦ୍ୱାରା ପରିଚାଳତ

ନୂଆଦିଲ୍ଲୀ,୩ା୧୦: ଭାରତର ମୁଖ୍ୟ ବିଚାରପତି (CJI) ବି.ଆର୍‌ ଗଭାଇ ଶୁକ୍ରବାର କହିଛନ୍ତି ଯେ, ଭାରତୀୟ ନ୍ୟାୟିକ ବ୍ୟବସ୍ଥା ବୁଲଡୋଜରର ଶାସନ ଦ୍ୱାରା ପରିଚାଳିତ ନୁହେଁ, ଆଇନର ଶାସନ ଦ୍ୱାରା ପରିଚାଳିତ। ମରିସସ୍‌ରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ, ସେ ‘ବୁଲଡୋଜର ନ୍ୟାୟ’କୁ…

‘ଅବସର ପରେ ନେବି ନାହିଁ କୌଣସି ସରକାରୀ ପଦ’, ବଡ଼ ବୟାନ ଦେଲେ ସିଜେଆଇ

ନୂଆଦିଲ୍ଲୀ,୨୬।୭: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି (CJI) ଭୂଷଣ ରାମକୃଷ୍ଣ ଗଭାଇ ଶୁକ୍ରବାର (୨୫ ଜୁଲାଇ, ୨୦୨୫) ମହାରାଷ୍ଟ୍ରର ଅମରାବତୀରେ ଥିବା ତାଙ୍କ ପୈତୃକ ଗ୍ରାମକୁ ଯାଇଥିଲେ, ଯେଉଁଠାରେ ସେ ତାଙ୍କ ପିଲାଦିନର ସ୍ମୃତିକୁ ତାଜା କରି ତାଙ୍କ ପୁରୁଣା ଘରକୁ ଯାଇଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri