ବିଭିନ୍ନ ସମସ୍ୟାର ସମାଧାନ ନେଇ କେସିଙ୍ଗା ସିଟିଜେନ୍ସ ଫୋରମ୍ର ଦାବି କେସିଙ୍ଗା,୧୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ସିଟିଜେନ୍ସ ଫୋରମର ସଭାପତି ଡ.ହେମସାଗର ସାହୁଙ୍କ ନେତୃତ୍ୱରେ କେସିଙ୍ଗା ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଏକ ଖବରଦାତା ସମ୍ମିଳନୀ ସରକାରୀ ବିଦ୍ୟାପୀଠର ସଭାଗୃହରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗାର ମୁଖ୍ୟ ସମସ୍ୟା...