ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ନିଯୁକ୍ତ ହେବେ ୭୦,୦୦୦ CISF ଯବାନ ନୂଆଦିଲ୍ଲୀ,୫।୮: ଭାରତର ଅର୍ଥନୈତିକ ଉନ୍ନତିକୁ ସମର୍ଥନ କରିବା ଓ ସୁରକ୍ଷା ବ୍ୟବସ୍ଥା ମଜବୁତ କରିବା ଲାଗି ଗୃହ ମନ୍ତ୍ରଣାଳୟ (ଏମଏଚଏ) ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ)ର ସଂଖ୍ୟା ୧.୬୨ ଲକ୍ଷରୁ ବୃଦ୍ଧି କରି ୨.୨ ଲକ୍ଷକୁ ଅନୁମୋଦନ କରିଛି। ଆଗାମୀ…