କଟକ ଚୌଦ୍ବାର ଜେଲ୍ରୁ ୨ ହାର୍ଡକୋର କଏଦୀ ଚମ୍ପଟ୍, ଜେଲ୍ର ସେଲ୍ କାଟି ଫେରାର୍ କଟକ,୩।୧: କଟକ ଜିଲାର ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଦୁଇ କଏଦୀ ଜେଲ୍ର ସେଲ୍ କାଟି ପଳାୟନ କରିଥିବା ସୂଚନା ମିଳିଛି। ଏହି ଘଟଣା ଜେଲ୍...