NDAରୁ କିଏ ନେବେ ମୁଖ୍ୟମନ୍ତ୍ରୀ ପଦର ଶପଥ? କାଉଣ୍ଟିଂ ପୂର୍ବରୁ ବଡ଼ ଦାବି କଲାଣି ଚିରାଗ ପାସଓ୍ବାନଙ୍କ ଦଳ ପାଟନା,୧୩।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପୂର୍ବରୁ, ଚିରାଗ ପାସୱାନଙ୍କ ଦଳ ମୁଖ୍ୟମନ୍ତ୍ରୀ ପଦ ସମ୍ପର୍କରେ ଏକ ବଡ଼ ଦାବି କରିଛି। ଏଲଜେପି (ରାମ ବିଳାସ) ଏମପି ଶାମ୍ଭବୀ ଚୌଧୁରୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବଂ ରାଷ୍ଟ୍ରୀୟ...