ବିଦେଶୀ ମହିଳାଙ୍କୁ ବିବାହ କର ନାହିଁ: କାହିଁକି ନିଜ ଦେଶର ଲୋକଙ୍କୁ ଏମିତି ଅପିଲ୍ କଲା ଚାଇନା ବେଜିଂ/ଢାକା,୨୬।୫: ଶେଖ ହାସିନାଙ୍କ ସମୟରୁ, ଚାଇନା ବାଂଲାଦେଶ ସହିତ ତାର ସମ୍ପର୍କକୁ ମଜଭୁତ କରିଆସୁଛି। କିନ୍ତୁ ସମ୍ପ୍ରତି ଚାଇନା ଦୂତାବାସ ଏକ ନୋଟିସ ଜାରି କରି ବାଂଲାଦେଶର ମହିଳାଙ୍କ ସହିତ ସମ୍ପର୍କ ସ୍ଥାପନ କିମ୍ବା ବିବାହ କରିବା ବିରୋଧରେ ଚାଇନା ନାଗରିକମାନଙ୍କୁ…