ଚାଇନା ରଚୁଛି ବଡ଼ ଷଡ଼ଯନ୍ତ୍ର: ସାଂଘାତିକ ଅଭିଯୋଗ ଆଣିଲା RSS ନୂଆଦିଲ୍ଲୀ,୧୬।୬: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)ର ବରିଷ୍ଠ ନେତା ଇନ୍ଦ୍ରେଶ କୁମାର ଧର୍ମ ଏବଂ ପରିଚୟ ନାମରେ ଚାଇନା ଏକ ବଡ଼ ଷଡ଼ଯନ୍ତ୍ର ରଚୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଚାଇନା ତିବ୍ଦତ ସମେତ ହିମାଳୟ ଅଞ୍ଚଳରେ ରହୁଥିବା ବୌଦ୍ଧଙ୍କ ପରିଚୟକୁ…