ଆମେରିକାକୁ ଖୋଲା ଧମକ ଦେଲା ଚାଇନା: ଇରାନ ଉପରେ ଆକ୍ରମଣ କଲେ… ଓ୍ବାଶିଂଟନ୍,୨୬।୨: ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଚାଇନା ଖୋଲାଖୋଲି ଭାବରେ ଇରାନର ପକ୍ଷ ନେଇଛି। ଚାଇନା ୱାଶିଂଟନକୁ ଧମକ ଦେଇଛି ଯେ, ଯଦି ଆମେରିକା ତେହେରାନ ଆକ୍ରମଣ କରେ ତେବେ ତା’ର ବିରଳ ଧାତୁର ରପ୍ତାନି ତୁରନ୍ତ ବନ୍ଦ କରିଦିଆଯିବ। ଆମେରିକା…