ତିବ୍ବତରେ ବିଶାଳ ଡ୍ୟାମ ନିର୍ମାଣ କରୁଛି ଚାଇନା: ଭାରତରେ ସୃଷ୍ଟି ହେଲା ଜଳଯୁଦ୍ଧର ଆଶଙ୍କା ନୂଆଦିଲ୍ଲୀ,୨୫ା୮: ଚାଇନା ତିବ୍ଦତର ମେଦୋଗ କାଉଣ୍ଟିରେ ବ୍ରହ୍ମପୁତ୍ର ନଦୀ (ତିବ୍ଦତୀୟ ନାମ: ୟାରଲୁଙ୍ଗ ଜାଙ୍ଗବୋ) ଉପରେ ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ ଡ୍ୟାମ ନିର୍ମାଣ କରିବାକୁ ଯୋଜନା କରିଛି, ଯାହା ଭାରତ ଓ ବାଂଲାଦେଶରେ ଜଳ ସୁରକ୍ଷା ନେଇ ଗଭୀର ଚିନ୍ତା...