ଲଙ୍କାଚାଷ କରି ଦୁଇ ପଇସା ରୋଜଗାର କରୁଛନ୍ତି ଗୁଣ ନାଏକ, କହିଲେ ସଫଳତାର ସୂତ୍ର… କେସିଙ୍ଗା,୨୦ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କିକିଆ ପଞ୍ଚାୟତର କଣ୍ଟାପଡ଼ା ଗ୍ରାମର ଜଣେ ସଫଳ ଚାଷୀ ୨୦ ଡେସିମିଲି ଜାଗାରେ ଲଙ୍କାଚାଷ କରି ସଫଳ ହୋଇଥିବାରୁ ଗତ ୧୮ ତାରିଖରେ ଅନୁଷ୍ଠିତ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ...