ବାଲିବୋଝେଇ ଟ୍ରାକ୍ଟର ଓଲଟି ୫ ଶ୍ରେଣୀ ଛାତ୍ର ମୃତ: ଶିଶୁ ଶ୍ରମିକ ହୋଇ କରୁଥିଲେ କାମ ଦିଗପହଣ୍ଡି,୨୩।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ସମାସିଙ୍ଗି ଗ୍ରାମ ନିକଟ ବାହୁଦା ନଦୀ ପଠାରେ ବାଲି ବୋଝେଇ ଟ୍ରାକ୍ଟର ନଂ.(ଓଡି ୦୭ ଏଡି -୧୫୯୦) ରବିବାର ଭୋର ପ୍ରାୟ ସାଢେ ୬ ଟାରେ ଓଲଟି ପଡ଼ିଛି।…