ରାସ୍ତାରୁ ଉଦ୍ଧାର ହେଲା ଶିଶୁପୁତ୍ର, ଠିକ୍ରେ କହିପାରୁନି ଘର ଠିକଣା ବରଗଡ଼,୨୬ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସ ସୋମବାର ଜଣେ ଶିଶୁପୁତ୍ରକୁ ଉଦ୍ଧାର କରିଛି। ବରଗଡ଼- ସୋହେଲା ରାସ୍ତାର ପଥର୍ଲା ରାଇସ୍ ମିଲ୍ ଛକ ପାଖ ଏକ ଚା’ ଦୋକାନ ନିକଟରେ ବୁଲାବୁଲି କରୁଥିବା ସମୟରେ ଶିଶୁ ଉଦ୍ଧାର ହୋଇଛି।...