ପାକିସ୍ତାନ ସହ ଯୁଦ୍ଧ ମଧ୍ୟରେ ବାଂଲାଦେଶ ବିରୋଧରେ ବଡ଼ ଆକ୍ସନ ନେଲା ଭାରତ ନୂଆଦିଲ୍ଲୀ,୧୦।୫: ପାକିସ୍ତାନ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ, ଭାରତ ବାଂଲାଦେଶ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ବିରୋଧରେ ପ୍ରଚାର କରୁଥିବା ୪ଟି ବାଂଲାଦେଶୀ ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାଂଲାଦେଶୀ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା...