ପ୍ରିୟଙ୍କା ଚୋପ୍ରାଙ୍କ ଓଡ଼ିଶା ପ୍ରେମ: ‘ଏସଏସଏମବି ୨୯’ ପାଇଁ ମୟୂରଭଞ୍ଜ ଛଉ ନୃତ୍ୟରେ କରିବେ ଧମାଲ… ମୁମ୍ବାଇ,୩୦।୬: ବଲିଉଡର ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା ଜୋନାସ ଏବେ ଓଡ଼ିଶାର ସଂସ୍କୃତିକୁ ଆଲିଙ୍ଗନ କରି ଚର୍ଚ୍ଚାରେ। ଏସଏସ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ଓ ମହେଶ ବାବୁଙ୍କ ସହ ଅଭିନୀତ ‘ଏସଏସଏମବି ୨୯’ ଚଳଚ୍ଚିତ୍ର ପାଇଁ ପ୍ରିୟଙ୍କା ଓଡ଼ିଶାର ମୟୂରଭଞ୍ଜ ଛଉ...