FIDE ମହିଳା ଚେସ୍ ବିଶ୍ବକପ ୨୦୨୫ ଟାଇଟଲ ଜିତିଲେ ଦିବ୍ୟା ନୂଆଦିଲ୍ଲୀ,୨୮।୭: ଦିବ୍ୟା ଦେଶମୁଖ ହେଲେ ବିଶ୍ୱ ଚେସ୍ ଚାମ୍ପିୟନ । ୧୯ ବର୍ଷୀୟ ଯୁବ ଖେଳାଳି ଭାରତର କୋନେରୁ ହମ୍ପିକୁ ପରାସ୍ତ କରି FIDE ଚେସ୍ ବିଶ୍ୱକପ ଟାଇଟଲ ଜିତିଛନ୍ତି। ବିଶ୍ୱକପ ଜିତିବା ପରେ ଦିବ୍ୟା ଦେଶମୁଖ ଭାବପ୍ରବଣ ହୋଇଯାଇଛନ୍ତି। ଚେସ୍…