ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ଚିତାବାଘ, ଧଳା ସିଂହ ଭୁବନେଶ୍ୱର,୨୭।୧୨ : ଓଡ଼ିଶା ପଶୁପ୍ରେମୀ ମାନଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବାକୁ ଯାଉଛନ୍ତି ଚିତାବାଘ। ଆସନ୍ତା ମାସ ଜାନୁୟାରୀରେ ଦୁବାଇ ଚିଡ଼ିଆଖାନାରୁ ଦୁଇ ଦେଶ ମଧ୍ୟରେ ପ୍ରାଣୀ ବଦଳ ପ୍ରକ୍ରିୟାରେ ଏହି ଚିତା ନନ୍ଦନକାନନ...